ମାର୍ଚ୍ଚ ୨୩ରେ ଓଡ଼ିଶାର ୩ ସାଂସଦଙ୍କ ସମେତ ୧୬ ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ମାସରେ କାର୍ଯ୍ୟକାଳ ଶେଷ ହେଉଥିବା ଦେଶର ୧୬ଟି ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ସ୍ଥାନରେ ନୂତନ ସାଂସଦଙ୍କୁ ନିର୍ବାଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଲିଥିବା ସୂଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ ୨୩ ତାରିଖ ଦିନ ରାଜ୍ୟସଭାର ଏହି ୫୮ଟି ସାଂସଦ ପଦବି ପାଇଁ ଭୋଟ ଗ୍ରହଣ କରାଯିବ ଏବଂ ସେହିଦିନ ସନ୍ଧ୍ୟାରେ … Continue reading ମାର୍ଚ୍ଚ ୨୩ରେ ଓଡ଼ିଶାର ୩ ସାଂସଦଙ୍କ ସମେତ ୧୬ ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ନିର୍ବାଚନ